ଇସ୍ତଫା ଦେଲେ ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା

ନୂଆଦିଲ୍ଲୀ: ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା କେ ବିଜୟ କୁମାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଚନ୍ଦନ କାଠ ଚୋରା ଚାଲାଣ କରିବା ସହ ଅନେକ ପୁଲିସ କର୍ମୀଙ୍କୁ ହତ୍ୟା କରି ଆତଙ୍କ ଖେଳାଇଥିବା ବିରାପ୍ପାନକୁ ହତ୍ୟା କରିଥିବା ଭେଟେରାନ ପୁଲିସ ଅଧିକାରୀ କେ ବିଜୟ କୁମାର ଆଜି ବ୍ୟକ୍ତିଗତ କାରଣରୁ ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। … Continue reading ଇସ୍ତଫା ଦେଲେ ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା